ଲଙ୍ଗଳ
ଦେ. ବି (ସଂ. ଲାଙ୍ଗଳ)— ଲାଙ୍ଗଳ; ହଳ କରିବାର ଯନ୍ତ୍ର; ଭୂମି ଚଷିବାର ଲୌହମୁଖ ଯନ୍ତ୍ର ।
ଏହି ଚାଷଯନ୍ତ୍ରଟି ତିନି ଅଂଶରେ ବିଭକ୍ତ
ଯଥା:
- ଲଙ୍ଗଳ = ଦୁଇ ଅଙ୍ଗଯୁକ୍ତ କାଷ୍ଠ
- ଈଷ = ଲାଙ୍ଗଳଦଣ୍ଡ
- ଜୁଆଳି, ବା ଯୁଗ ଏ ସମସ୍ତଙ୍କୁ ଏକତ୍ରରେ 'ହଳ' ବା ଲଙ୍ଗଳ ସଜ ବୋଲାଯାଏ ପ୍ରଥମୋକ୍ତ ଲଙ୍ଗଳ ମଧ୍ୟ ଦୁଇ ଭାଗରେ ବିଭକ୍ତ :
- (କ) ବକ୍ରମୁଖାକୃତି ଉପର ଖଣ୍ଡି କଣ୍ଟି
- (ଖ) ତଳଖଣ୍ଡ ମୁଣ୍ଡା; ଏହି ମୁଣ୍ଡାରେ ଲଙ୍ଗଳଲୁହା ପଶେ ଲୋକେ ଏହି ସମସ୍ତ ଅଙ୍ଗବିଶିଷ୍ଟ ଯନ୍ତ୍ରକୁ ଲଙ୍ଗଳ ସଜ ବା ଲଙ୍ଗଳ କହିଥାଆନ୍ତି ।
ଲଙ୍ଗଳର ଭିନ୍ନ ଭିନ୍ନ ଅଂଶର ନାମ ଯଥା—ଯୁଆଳି, ମୁଣ୍ଡା, କୀଳା, ଶଇଳ, ଇଷ, ମୁଠା ଫାଳ, ଆନ୍ଧି, ଯୋତ, ଖାଡ଼ିଯୋତ, ଆନ୍ଧିକଣ୍ଟିକୀଳା, ପିଚି କୀଳ, ଜୋଳି, ଲୁହା
ବ୍ୟୁତ୍ପତ୍ତି ସମ୍ପାଦନା
- ସଂସ୍କୃତ - ଲାଙ୍ଗଳ
ଶବ୍ଦ ବିନ୍ୟାସ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
Laṅgaḻa
ଉଦାହରଣ ସମ୍ପାଦନା
ଅନ୍ୟ ଭାଷାରେ ଶବ୍ଦାର୍ଥ ସମ୍ପାଦନା
ଆହୁରି ଦେଖନ୍ତୁ ସମ୍ପାଦନା
ଲଙ୍ଗଳ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଙ୍ଗଳ) ସମ୍ପାଦନା
ଲାଙ୍ଗଳ; ହଳ କରିବାର ଯନ୍ତ୍ର; ଭୂମି ଚଷିବାର ଲୌହମୁଖ ଯନ୍ତ୍ର —Plough.
[ଦ୍ରଷ୍ଟବ୍ୟ —ଏହି ଚାଷଯନ୍ତ୍ରଟି ତିନି ଅଂଶରେ ବିଭକ୍ତ, ଯଥା—୧ ଲଙ୍ଗଳ=ଦୁଇ ଅଙ୍ଗଯୁକ୍ତ କାଷ୍ଠ, ୨ ଈଷ=ଲାଙ୍ଗଳଦଣ୍ଡ ଓ ୩ ଜୁଆଳି, ବା ଯୁଗ ଏ ସମସ୍ତଙ୍କୁ ଏକତ୍ରରେ 'ହଳ' ବା ଲଙ୍ଗଳ ସଜ ବୋଲାଯାଏ ପ୍ରଥମୋକ୍ତ ଲଙ୍ଗଳ ମଧ୍ୟ ଦୁଇ ଭାଗରେ ବିଭକ୍ତ (କ) ବକ୍ରମୁଖାକୃତି ଉପର ଖଣ୍ଡି କଣ୍ଟି, (ଖ) ତଳଖଣ୍ଡ ମୁଣ୍ଡା; ଏହି ମୁଣ୍ଡାରେ ଲଙ୍ଗଳଲୁହା ପଶେ ଲୋକେ ଏହି ସମସ୍ତ ଅଙ୍ଗବିଶିଷ୍ଟ ଯନ୍ତ୍ରକୁ ଲଙ୍ଗଳ ସଜ ବା ଲଙ୍ଗଳ କହିଥାଆନ୍ତି ଲଙ୍ଗଳର ଭିନ୍ନ ଭିନ୍ନ ଅଂଶର ନାମ ଯଥା—ଯୁଆଳି, ମୁଣ୍ଡା, କୀଳା, ଶଇଳ, ଇଷ, ମୁଠା ଫାଳ, ଆନ୍ଧି, ଯୋତ, ଖାଡ଼ିଯୋତ, ଆନ୍ଧିକଣ୍ଟିକୀଳା, ପିଚି କୀଳ, ଜୋଳି, ଲୁହା]