ଲଙ୍ଗଳ ଫିଟେଇବା
ଲଙ୍ଗଳ ଫିଟେଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଲଙ୍ଗଳ ଫିଟେଇବା
|
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. ଯୁଆଳି ଈଷକୁ କାଢ଼ି କୃଷି କାର୍ଯ୍ୟ ବନ୍ଦ କରି ଭୂମି ସଂଲଗ୍ନ ଲଙ୍ଗଳ— ମୁଣ୍ଡାକୁ ଟେକି ଯୁଆଳି ଉପରେ ରଖିବା — ୧. To stop ploughing and take up the plough from the ground and put it on the yoke.
୨: ଜଙ୍ଗଲରେ ଯୋଚା ହୋଇଥିବା ବଳଦଙ୍କୁ ଯୁଆଳିରୁ ମୁକ୍ତ କରିବା —୨. To unyoke the oxen the plough.