ଲଙ୍ଗଳ ଈଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଙ୍ଗଳୀଷା) ସମ୍ପାଦନା

ଲାଙ୍ଗଳ ଦଣ୍ଡ —The beam of a plough.

[ଦ୍ରଷ୍ଟବ୍ୟ —ଯେଉଁ ଦଣ୍ଡ ଲଙ୍ଗଳ ମୁଣ୍ଡାରେ ସଂଲଗ୍ନ ହୋଇଥାଏ ଓ ଯାହା ଅନ୍ଧି ଦଉଡ଼ିଦ୍ୱାରା ଯୁଆଳିର ମଧ୍ୟ ଭାଗରେ ଥିବା ଅନ୍ଧିକୀଳା ସଙ୍ଗେ ବନ୍ଧା— ଯାଇ ଲଙ୍ଗଳକୁଂ ଭୂମିକର୍ଷଣର ଉପଯୋଗୀ କରେ]