ଲଙ୍ଗଳ ଈଷ
ଲାଙ୍ଗଳ ଦଣ୍ଡ —The beam of a plough.
[ଦ୍ରଷ୍ଟବ୍ୟ —ଯେଉଁ ଦଣ୍ଡ ଲଙ୍ଗଳ ମୁଣ୍ଡାରେ ସଂଲଗ୍ନ ହୋଇଥାଏ ଓ ଯାହା ଅନ୍ଧି ଦଉଡ଼ିଦ୍ୱାରା ଯୁଆଳିର ମଧ୍ୟ ଭାଗରେ ଥିବା ଅନ୍ଧିକୀଳା ସଙ୍ଗେ ବନ୍ଧା— ଯାଇ ଲଙ୍ଗଳକୁଂ ଭୂମିକର୍ଷଣର ଉପଯୋଗୀ କରେ]