ଲଙ୍ଗଳ ପାହାଳ
ଲଙ୍ଗଳ ପାହାଳ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲଙ୍ଗଳ ପାହାଳ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଙ୍ଗଳ+ଫଳା)
ସମ୍ପାଦନା- ୧. ଲଙ୍ଗଳ ମୁଣ୍ଡାର ମଝିରେ ଘରା ହୋଇ ଭର୍ତ୍ତି କରା ଯାଇଥିବା ଲୁହାର ତୀକ୍ଷ୍ଣଗ୍ର ଫଳା — ୧. Plough iron; coulter.
[ଦ୍ରଷ୍ଟବ୍ୟ —ଏହା ମାଟିକୁ ଖୋଳେ]
- ୨. ଲଙ୍ଗଳ ପକ୍ଷି (ଦେଖ) - ୨. The blade of the plough.