ଲଙ୍ଗଳ ତଡ଼ା
ଲଙ୍ଗଳ ତଡ଼ା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଲଙ୍ଗଳ ତଡ଼ା
|
- ୧. ପ୍ରଥମ ଓଡ଼ ହଳ କରାଯାଇଥିବା ପଡ଼ିଆ ଭୂମି, ଯହିଁରେ ଲଙ୍ଗଳ ଫାଳଦ୍ୱାରା ଭୂମିରୁ ବିଚ୍ଛିନ୍ନ ହୋଇଥିବା ବଡ଼ ବଡ଼ ମାଟିଖଣ୍ଡମାନ ଭାଙ୍ଗି ନ ଥାଏ —୧. A fallow land which has been ploughed only once ant in which the big clods of earth have nod been reduced into dust by second or third ploughing.
- ୨. ପ୍ରଥମ ଓଡ଼ ଲଙ୍ଗଳଦ୍ୱାରା କର୍ଷିତ ହୋଇ ଭୂମିରୁ ଅଲଗା ହୋଇଥିବା ବଡ଼ ବଡ଼ ମୃତ୍ତିକାଖଣ୍ଡମାନ — ୨. Big clods of earth separated from the soil by the fist ploughing,
ଦେଶଜ - ବିଶେଷଣ - ସମ୍ପାଦନା
ଥରେ ହଳଦ୍ୱାରା ଚାଷ ହୋଇଥିବା ବଡ଼ ବଡ଼ ଢେଲାଯୁକ୍ତ (ଭୂମି) — (land) Having big clods turned up by the first ploughing.