ଲଙ୍ଗଳ ମରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଉପରଠାଉରିଆ କରି, ଅର୍ଥାତ୍ ଅଗଭୀର ଭାଗରେ କ୍ଷେତ୍ରକୁ ଚାଷ କରିବା — ୧. Superficial ploughing.
୨. ବେଉଷଣ — ୨. The operation of puddling.

ଦେଶଜ - ବିଶେଷଣ - ସମ୍ପାଦନା

ଅଗଭୀର ଭାବରେ ଚାଷ କରା ଯାଇଥିବା —Superficially ploughed.