ଲଙ୍ଗଳ ମରା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଉପରଠାଉରିଆ କରି, ଅର୍ଥାତ୍ ଅଗଭୀର ଭାଗରେ କ୍ଷେତ୍ରକୁ ଚାଷ କରିବା — ୧. Superficial ploughing.
୨. ବେଉଷଣ — ୨. The operation of puddling.

ଦେଶଜ - ବିଶେଷଣ -

ସମ୍ପାଦନା

ଅଗଭୀର ଭାବରେ ଚାଷ କରା ଯାଇଥିବା —Superficially ploughed.