ଲଙ୍ଗଳ କୀଳା
ଲଙ୍ଗଳ କୀଳା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଲଙ୍ଗଳ କୀଳା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୁଗକୀଳକ) ସମ୍ପାଦନା
ଜୁଆଳିର ଦୁଇ ଅଗରୁ କିଛି ଦୂର ଛାଡ଼ି ତଳୁଆଡ଼ୁ ମରାଯାଇଥିବା ଦୁଇ ଖଣ୍ଡ କାଠି —The pins attachedd to ends of the yoke to fasten the bullocks.
[ଦ୍ରଷ୍ଟବ୍ୟ —ଏଥିର ଅଗର ଛିଦ୍ରରେ ଖାଡ଼ିଯୋତ ବନ୍ଧାଯାଇ ଜୁଆଳିର ମୁଣ୍ଡରେ କାନ୍ଧ ଦେଇଥିବା ବଳଦଙ୍କ କାନ୍ଧରେ ଯୁଆଳି ସଙ୍ଗେ ସଂଲଗ୍ନ କରାଯାଏ]