ଲଙ୍ଗଳ ଯୋତିବା
ଲଙ୍ଗଳ ଯୋତିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଲଙ୍ଗଳ ଯୋତିବା
|
[ଲଙ୍ଗଳ ଯୋଚା(ତା)—କ୍ରିୟାବାଚକ ବିଶେଷ୍ୟ]
ଦେଶଜ - କ୍ରିୟାପଦ - (ସଂସ୍କୃତ - ଲାଙ୍ଗଳ+ଯୃଜ ଧାତୁ) ସମ୍ପାଦନା
- ୧. ବିଲକୁ ଚାଷ କରିବାକୁ ଯିବା ପାଇଁ ଘରେ ରଖାଯାଇ ଥିବା ଲଙ୍ଗଳ ମୁଣ୍ଡା ସଂଯୁକ୍ତ ଯୁଆଳିରେ ବଳଦଙ୍କୁ ଲଗାଇବା —୧. To tie the oxen to the yoke to carry the plough to the field.
- ୨. କୃଷି ନ ହେବା ସମୟରେ ଯୁଆଳି ଉପରେ ବନ୍ଧାହୋଇ ଥିବା ଲଙ୍ଗଳ ମୁଣ୍ଡାକୁ ଫିଟାଇ ହଳ କରିବା ପାଇଁ ଲଙ୍ଗଳର ଈଷକୁ ଯୁଆଳିରେ ବାନ୍ଧିବା —୨. To tie the plough beam to the yoke for the purpose of ploughing.