ଲଙ୍ଗଳ ପିଚିକୀଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଲଙ୍ଗଳ ଜୋଳି,ଲଙ୍ଗଳ ଚିପା,ଲଙ୍ଗଳ ଫାଳ କୀଳାଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଙ୍ଗଳ+କୀଳକ) ସମ୍ପାଦନା

ଲଙ୍ଗଳ ମୁଣ୍ଡାର ଛିଦ୍ରରେ ଈଷର ମୂଳକୁ ଭର୍ତ୍ତି କରି ତାକୁ ଆବଦ୍ଧ କରି ରଖିବା ପାଇଁ ଓ ଈଷକୁ ଲମ୍ୱ ବା ଛୋଟ କରିବା ପାଇଁ ବ୍ୟବହୃତ କୀଳକ — The wooden pin which tightens the beam to the plough piece.

[ଦ୍ରଷ୍ଟବ୍ୟ —ଲଙ୍ଗଳରେ ଈଷ ଭରତି କରି ଈଷର ବିପରୀତ ଦିଗରୁ ପିଚିକାଳୀ ମରାଯାଏ ଓ ପିଚକୀଳା ମାରିବା କୌଶଳରେ ଲଙ୍ଗଳ ସଗା (ଚଟକା) ହୁଏ କିମ୍ୱା ତୁଳା (ତେରଛା) ହୁଏ]