ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଲଙ୍ଗଳ ପଶା
ଭାଷା
ଦେଖିବେ
ସମ୍ପାଦନା
ଲଙ୍ଗଳ ପଶା
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - ବିଶେଷ୍ୟ -
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Laṅgaḻa paṡā
ଆଇ.ପି.ଏ.
— lˈʌŋɡʌl̩ˌʌ pˈʌʃa
ଅନୁବାଦ
ସମ୍ପାଦନା
ଲଙ୍ଗଳ ପଶା
ବଙ୍ଗାଳୀ:
লঈলের লোহা
ହିନ୍ଦୀ:
फार (ल)
,
फारसे मार
ଦେଶଜ - ବିଶେଷ୍ୟ -
ସମ୍ପାଦନା
୧. ଲଙ୍ଗଳ ଲୁହା —୧. Plough-iron.
୨. ଲଙ୍ଗଳ ଲୁହାଦ୍ୱାରା ପ୍ରହାର — ୨. Stroke with a plough iron.
[
ଦ୍ରଷ୍ଟବ୍ୟ
—ଏଣେ ଚାଷୁଣୀକି ତେଣେ ଚଷା, କାଞ୍ଜିକି ମାଇଲେ ଲଙ୍ଗଳ ପଶା କାଞ୍ଜି ଗୀତ]