ଲଙ୍ଗଳ ପଶା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଲଙ୍ଗଳ ଲୁହା —୧. Plough-iron.
୨. ଲଙ୍ଗଳ ଲୁହାଦ୍ୱାରା ପ୍ରହାର — ୨. Stroke with a plough iron.

[ଦ୍ରଷ୍ଟବ୍ୟ —ଏଣେ ଚାଷୁଣୀକି ତେଣେ ଚଷା, କାଞ୍ଜିକି ମାଇଲେ ଲଙ୍ଗଳ ପଶା କାଞ୍ଜି ଗୀତ]