ଉଇକିଅଭିଧାନ ସୂଚୀ


ଅବଲୋକନ

ଉଇକିଅଭିଧାନ, ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ । ଓଡ଼ିଆ ଉଇକିଅଭିଧାନରେ ବର୍ତ୍ତମାନ ସୁଦ୍ଧା ୧,୦୮,୫୬୫ଟି ଶବ୍ଦ ରହିଛି । ଏହି ଶବ୍ଦ ଗୁଡ଼ିକ ଓଡ଼ିଆ ସମେତ ଆହୁରି ଅନେକ ଭାଷାରେ ରହିଛି କିନ୍ତୁ ଏହାର ଶବ୍ଦାର୍ଥ ଓ ବ୍ୟାଖ୍ୟା ଓଡ଼ିଆରେ ଅଛି । ଯଥା - ଓଡ଼ିଆ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ବଙ୍ଗାଳୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ଇଂରାଜୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ ଇତ୍ୟାଦି । ଏହି ଅଭିଧାନଟି ମୁଖ୍ୟତଃ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ତିଆରି ହୋଇଛି । ଏହାକୁ ଯେକେହି ସମ୍ପାଦନା କରିପାରିବେ ଓ ବ୍ୟବହାର ମଧ୍ୟ କରିପାରିବେ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡେନାହିଁ ।

ଏ ମାସର ବଛାଶବ୍ଦ

ବାଟି

ଉଚ୍ଚାରଣ: Bāṭi
ଦେଶଜ - ବିଶେଷ୍ୟ

  1. ଏକପ୍ରକାର କଉଡ଼ି ଖେଳ
  2. (ବଙ୍ଗଳାରୁ ଅନୁକୃତ)—ଗିନା; କଟରା; ତାଟିଆ

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ

  1. ୮୪ ଠାରୁ ୧ ତୋଳା ଓଜନ
ପୁରା ପଢନ୍ତୁଅଭିଲେଖମାସିକ ବଛା ଶବ୍ଦ କଣ ?

ଅନ୍ୟ ଭାଷାରେ ପଢିବେ