ଲଙ୍ଗଳ ଯୋଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଲଙ୍ଗଳ ମୁଣ୍ଡାର ତଶ ଅଂଶରେ ଖୋଳା ହୋଇଥିବା ଘରା ଉପରେ ମରାଯାଇ ଥିବା ଦୁଇଆଡ଼େ ଅଙ୍କୁଶଯୁକ୍ତ (/?/)ଲୁହାକଣ୍ଟା (ଏହି କଣ୍ଟାର ତଳେ ଥିବା ଫାଙ୍କ ବାଟେ ଲଙ୍ଗଳ ମୁଣ୍ଡାରେ ଫାଳକୁ ଗୁଞ୍ଜିବାକୁ ହୁଏ) —The iron

hooks put over the groove in the plough blade through which the plough iron is thrust.

(ସଙ୍ଗଳ ଜୁଳୁକି—ଅନ୍ୟରୂପ)