ବିଶେଷ
- ପ୍ରଭେଦ
- ପ୍ରକାର; ରକମ
- ନିୟମ
- ପ୍ରାକୃତିକ ନିୟମ
- ବୈଚିତ୍ର
- ବ୍ୟକ୍ତି
- ସାର
- ତାରତମ୍ୟ; ବୈଲକ୍ଷଣ୍ୟ
- ଆଧିକ୍ୟ
- ଅବୟବ
- ଦ୍ରଷ୍ଟବ୍ୟ ବସ୍ତୁ
- କପାଳର ତିଳକ
- ଉଲ୍ଲେଖଯୋଗ୍ୟ ବସ୍ତୁ ବା ବିଷୟ
- ସ୍ମରଣୀୟ ବିଷୟ
- ବିଶିଷ୍ଟତା; ଅସାଧାରଣାତା
- ବ୍ୟକ୍ତିଗତ ବିଶିଷ୍ଟତା
- କୌଣସି ଶ୍ରେଣୀର ବା ଜାତିର ଏକତମ ବ୍ୟକ୍ତି ବା ବସ୍ତୁ (ଯଥା; ବ୍ୟାଘ୍ର- ହିଂସ୍ର ଜନ୍ତୁବିଶେଷ; ଭାରତ- ଦେଶବିଶେଷ; ଆମ୍ବ- ବୃକ୍ଷବିଶେଷ; ପଦ୍ମ-ପୁଷ୍ପବିଶେଷ )
- କାବ୍ୟର ଅଳଙ୍କାର ବିଶେଷ
- କଣାଦଙ୍କର ବୈଶେଷିକ ଦର୍ଶନରେ ସ୍ଵୀକୃତ ପଦାର୍ଥ
- ଜ୍ଞାତବ୍ୟ ବିଷୟ
ବିଶେଷଣ (ଦେଶଜ)
ସମ୍ପାଦନାଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ବି+ଶିଷ୍ ଧାତୁ=ବିଶେଷ କରିବା+ଭାବ. ଅ)
ସମ୍ପାଦନା- ୧. ପ୍ରଭେଦ —୧. Difference; distinction.
(ଉ—ତାଙ୍କ ଆମ୍ଭ ମଧ୍ୟେ ବିଶେଷ କି ରହିଲା କୃଷ୍ଣସିଂହ. ମହାଭାରତ. ଆଦି)
- ୨. ପ୍ରକାର; ରକମ —୨. Kind; sort; species.
- ୩. ନିୟମ —୩. Rule; regulation.
- ୪. ପ୍ରାକୃତିକ ନିୟମ —୪. Law of nature.
- ୫. ବୈଚିତ୍ର୍ୟ —୫. Variety.
- ୬. ବ୍ୟକ୍ତି —୬. Person.
- ୭. ସାର —୭. Essence; pith; substance.
- ୮. ତାରତମ୍ୟ; ବୈଲକ୍ଷଣ୍ୟ —୮. The state of being more or less; dissimilarity.
- ୯. ଆଧିକ୍ୟ — ୯. Abundance; excess.
- ୧. ଅବୟବ — ୧୦. Limb.
- ୧୧. ଦ୍ରଷ୍ଟବ୍ୟ ବସ୍ତୁ —୧୧. A thing worth seeing.
- ୧୨. କପାଳର ତିଳକ —୧୨. Marks painerd on the forehead indicating a
person's sect.
- ୧୩. ଉଲ୍ଲେଖଯୋଗ୍ୟ ବସ୍ତୁ ବା ବିଷୟ —୧୩. A thing or matter worth mentioning.
- ୧୪. ସ୍ମରଣୀୟ ବିଷୟ —୧୪. Memorable matter.
- ୧୫. ବିଶିଷ୍ଟତା; ଅସାଧାରଣତା —୧୫. Peculiarty.
- ୧୬. ବ୍ୟକ୍ତିଗତ ବିଶିଷ୍ଟତା —୧୬. Individuality.
- ୧୭. କୌଣସି ଶ୍ରେଣିର ବା ଜାତିର ଏକତମ ବ୍ୟକ୍ତି ବା ବସ୍ତୁ —୧୭. One of a class or species.
(ଯଥା; ବ୍ୟାଘ୍ର—ହିଂସ୍ର ଜନ୍ତୁବିଶେଷ; ଇଂଲଣ୍ଡ—ଦେଶବିଶେଷ; ଆମ୍ୱ—ବୃକ୍ଷବିଶେଷ; କେତକୀ— ପୁଷ୍ପବିଶେଷ)
- ୧୮. କାବ୍ୟର ଅଳଙ୍କାର ବିଶେଷ — ୧୮. A figure of speech.
[ଦ୍ରଷ୍ଟବ୍ୟ —ଯଦି ଆଧେୟ ବସ୍ତୁ ଆଧାରଶୂନ୍ୟ ହୁଏ, କିମ୍ୱା ଏକ ବସ୍ତୁ ଅନେକଙ୍କର ଗୋଚର ହୁଏ ଓ ଯଦି କୌଣସି କାର୍ଯ୍ୟ ଦୈବାତ୍ କରାଯାଏ, ତେବେ ଏହି ଅଳଙ୍କାର ହୁଏ]
- ୧୯. କଣାଦଙ୍କର ବୈଦେଷିକ ଦର୍ଶନରେ ସ୍ୱୀକୃତ ପଦାର୍ଥ —୧୯. Name of a from of matter according to the B&aline;i̱ṡeshika philosophy.
- ୨. ଜ୍ଞାତବ୍ୟ ବିଷୟ —୨୦. A matter worth knowing.
(ଉ—କାହୁଁ ଅଇଲି କେଉଁ ଦେଶ, ନ ଜାଣି ଆତ୍ମାର ବିଶେଷ ଜଗନ୍ନାଥ. ଭାଗବତ)
ଦେଶଜ - ବିଶେଷଣ -
ସମ୍ପାଦନା- ୧. ବିଶିଷ୍ଟ — ୧. Peculiar.
- ୨. ଉତ୍କୃଷ୍ଟ —୨. Excellent.
- ୩. ଭିନ୍ନ —୩. Separate.
- ୪. ଅତ୍ୟନ୍ତ; ଅଧିକ; ବହୁତ — ୪. Excessive; too much.
(ଉ—ତେବେଟି ଗ୍ରାମ ଧନ ଦେବି ମୁଁ ବିଶେଷ କୃଷ୍ଣସିଂହ. ମହାଭାରତ. ବନ)
- ୫. ବିଶେଷଜ୍ଞ; ପାରଙ୍ଗମ —୫. Expert or versed in a particular branch of learning.
(ଉ— ଅଷ୍ଟାବକ୍ର ବୋଇଲେ ବେଦେ ମୁଁ ବିଶେଷ କୃଷ୍ଣସିଂହ. ମହାଭାରତ. ବନ)