ପ୍ରଭେଦ
- ପାର୍ଥକ୍ୟ; ବୈଲକ୍ଷଣ୍ୟ; ବିଭିନ୍ନତା; ବିଶେଷତ୍ଵ
- ବିକାଶ; ପ୍ରସ୍ଫୁଟନ; ଫୁଟିବା
- ବିଧି; ପ୍ରକାର; ରକମ
- ଭେଦ କରି ବାହାରିବା
ପ୍ରଭେଦ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ଭିଦ୍ ଧାତୁ=ଭେଦ କରିବା+ଭାବ. ଅ)
ସମ୍ପାଦନା- ୧. ପାର୍ଥକ୍ୟ; ବୈଲକ୍ଷଣ୍ୟ; ବିଭିନ୍ନତା; ବିଶେଷତ୍ୱ — ୧. Difference; distinction.
- ୨. ବିକାଶ; ପ୍ରସ୍ଫୁଟନ; ଫୁଟିବା — ୨. Blowing; opening.
- ୩. ବିଧି; ପ୍ରକାର; ରକମ — ୩. Kind; sort; manner.
- ୪. ଭେଦ କରି ବାହାରିବା —୪. Coming out of a thing by percing through it.