ବିଶେଷ୍ୟ
ବିଶେଷ୍ୟ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ଶିଷ୍ ଧାତ=ସମକ୍ରୂପେ ବୋଧ କରିବା+ କର୍ମ. ଯ)
ସମ୍ପାଦନା- ୧. (ବ୍ୟାକରଣ) ଧର୍ମୀ; ଯେଉଁ ପଦଦ୍ୱାରା କୌଣସି ବ୍ୟକ୍ତି ବା ବସ୍ତୁର ବା ସ୍ଥାନର ବୋଧ ଜନ୍ମେ — ୧. (Grammar) Noun; a substantive; name of any person, place or thing.
[ଦ୍ରଷ୍ଟବ୍ୟ —ବସ୍ତୁ, ବ୍ୟକ୍ତି, ଜାତି, ଗୁଣ ଓ କ୍ରିୟାଭେଦରେ ବିଶେଷ୍ୟ ପାଞ୍ଚ ପ୍ରକାର ]
- ୨. ଆଦି କାରଣ —୨. The primary cause.
ସଂସ୍କୃତ - ବିଶେଷଣ -
ସମ୍ପାଦନା- ୧. ବିଶିଷ୍ଟ ଗୁଣାଦିଦ୍ୱାରା ପ୍ରଭେଦନୀୟ — ୧. Distngushable by particular qualities.
- ୨. ଅବିଚ୍ଛେଦ୍ୟ —୨. Limited.
- ୩. ପ୍ରଧାନ —୩. Chief; principal.
- ୪. ଆଦିମ; ଆଦି — ୪. Prior; primary.
- ୫. ଶ୍ରେଷ୍ଠ; ଉତ୍କୃଷ୍ଟ — ୫. Excellent; superior.