ଜ୍ଞାତବ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷଣ - (ଜ୍ଞା ଧାତୁ+କର୍ମ. ତବ୍ୟ) ସମ୍ପାଦନା

୧. ଜ୍ଞେୟ; ଜାଣିବାର ଯୋଗ୍ୟ — ୧. Knowable; capable of being known; fit to be known.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯାହା ଜାଣିବାର ବିଷୟ ବା ଯେଗ୍ୟ — A thing worth knowing.