ଜ୍ଞାତବ୍ୟ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ସଂସ୍କୃତ - ବିଶେଷଣ - (ଜ୍ଞା ଧାତୁ+କର୍ମ. ତବ୍ୟ)

ସମ୍ପାଦନା
୧. ଜ୍ଞେୟ; ଜାଣିବାର ଯୋଗ୍ୟ — ୧. Knowable; capable of being known; fit to be known.

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଯାହା ଜାଣିବାର ବିଷୟ ବା ଯେଗ୍ୟ — A thing worth knowing.