ଦ୍ରଷ୍ଟବ୍ୟ
ଦ୍ରଷ୍ଟବ୍ୟ
ଉଚ୍ଚାରଣ
ସମ୍ପାଦନା(ଦ୍ରଷ୍ଟବ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଦୃଶ ଧାତୁ=ଦେଖିବା+କର୍ମ. ତବ୍ୟ)
ସମ୍ପାଦନା- ୧. ଦେଖିବାର ଯୋଗ୍ୟ — ୧. Fit to be seen; worth looking at.
- ୨. ଯାହା ଅନ୍ୟମାନଙ୍କୁ ଦେଖାଇବା ଯୋଗ୍ୟ — ୨. Worthy of being shown to others.
- ୩. ଯାହା ଅବଶ୍ୟ ଦେଖିବାକୁ ହେବ — ୩. Which must be seen or visited.
- ୪. ଯହିଁପ୍ରତି ମନୋଯୋଗ ଦିଆଯିବା ଉଚିତ — ୪. Worth noticing; notable.