ନିୟମ
- ବିଧି
- ନିର୍ଦ୍ଦିଷ୍ଟ ବିଧି
- ଆଇନ
- ପ୍ରତିଜ୍ଞା; ଅଙ୍ଗୀକାର
- ବ୍ରତ; ଧର୍ମାନୁଷ୍ଠାନ : ଶୌଚ, ସନ୍ତୋଷ, ତପସ୍ୟା, ବେଦାଧ୍ୟୟନ ଓ ଇଶ୍ଵରପ୍ରଣିଧାନ ଏହି ପାଞ୍ଚଗୋଟି କର୍ମ ନିୟମର ଅନ୍ତର୍ଭୁକ୍ତ
- ଉପବାସାଦି ବ୍ରତ
- ପ୍ରକୃତି; ସ୍ଵଭାବ
- ଅଭ୍ୟାସ
- ରୀତି; ପ୍ରଥା
- ଆଜ୍ଞା; ଆଦେଶ; ଅନୁଶାସନ
- ଦମନ
- ଇନ୍ଦ୍ରିୟନିରୋଧ; ସଂଯମ
- ନିରୋଧ
- ଶୃଙ୍ଖଳା; ଧାରା; ପଦ୍ଧତି; ପ୍ରଣାଳୀ
- ସୂତ୍ର
- ଲକ୍ଷଣ
- ବଶୀଭୂତ କରିବା; ଆୟତ୍ତ କରିବା
- ଆବଦ୍ଧ କରିବା
- ବାଧା ଦେବା
- ନିୟନ୍ତ୍ରଣ; ସୀମା ନିର୍ଦ୍ଦେଶ
- ନିୟମାନୂବର୍ତ୍ତିତା
- ସ୍ଥିରତା
- ନିର୍ଦ୍ଧାରଣ
- ଆବଶ୍ୟକତା
- ବାଧ୍ୟତା
- ଓଷା; ଯେଉଁ ବ୍ରତ ଯମ ପରି ଅବଶ୍ୟକରଣୀୟ ନୁହେଁ କିନ୍ତୁ ଯାହା ପାଳନ କରିବା ପାଇଁ ଶାସ୍ତ୍ର ନିର୍ଦ୍ଦେଶ ଅଛି
- କବିପ୍ରସିଦ୍ଧି
ନିୟମ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ନି+ ଯମ୍ ଧାତୁ= ଅଙ୍ଗୀକାର କରିବା+ ଭାବ. ଅ)
ସମ୍ପାଦନା- ୧. ବିଧି —୧. Rule; maxim.
- ୨. ନିର୍ଦ୍ଧିଷ୍ଟ ବିଧି —୨. Fixed rule; discipline.
- ୩. ଆଇନ୍ —୩. Regulation; law.
- ୪. ପ୍ରତିଜ୍ଞା; ଅଙ୍ଗୀକାର —୪. Promise; resolution; agreement; vow.
- ୫. ବ୍ରତ; ଧର୍ମାନୁଷ୍ଠାନ —୫. Penance; devotion; religious austerities.
[ଦ୍ରଷ୍ଟବ୍ୟ —ଶୌଚ, ସନ୍ତୋଷ, ତପସ୍ୟା, ବେଦାଧ୍ୟୟନ, ଈଶ୍ୱରପ୍ରଣି— ଧାନ ଏହି ପାଞ୍ଚ ଗୋଟି କର୍ମ ନିୟମର ଅନ୍ତର୍ଭୁକ୍ତ]
- ୬. ଉପବାସାଦି ବ୍ରତ — ୬. Religious vow; penance.
- ୭. ପ୍ରକୃତି ସ୍ୱଭାବ —୭. Nature.
- ୮. ଅଭ୍ୟାସ —୮. Habit.
- ୯. ରୀତି; ପ୍ରଥା —୯. Custom; usage.
- ୧. ଆଜ୍ଞା; ଆଦେଶ; ଅନୁଶାସନ — ୧୦. Precept; edict; order.
- ୧୧. ଦମନ —୧୧. Restraint; restraining; checking.
- ୧୨. ଇନ୍ଦ୍ରିୟନିରୋଧ; ସଂଯମ —୧୨. Self-control; self-denial; forbearance.
- ୧୩. ନିରୋଧ —୧୩. Obstruction; restriction.
- ୧୪. ଶୃଙ୍ଖଳା; ଧାରା; ରୀତି; ପଦ୍ଧତି; ପ୍ରଣାଳୀ — ୧୪. Mode; system; method.
- ୧୪. ସୂତ୍ର —୧୪. Thread; clue.
- ୧୫. ଲକ୍ଷଣ —୧୫. Sign.
- ୧୭. ବଶୀଭୂତ କରିବା; ଆୟତ୍ତ କରିବା — ୧୭. Taming; subduing (Apte).
- ୧୮. ଆବଦ୍ଧ କରିବା —୧୮. Confining (Apte).
- ୧୯. ବାଧା ଦେବା —୧୯. Preventing (Apte).
- ୨. ନିୟନ୍ତ୍ରଣ; ସୀମା ନିର୍ଦ୍ଦେଶ — ୨୦. Restriction; limitation (Apte).
- ୨୧. ନିୟମାନୁବର୍ତ୍ତିତା —୨୧. Regularity (Apte).
- ୨୨. ସ୍ଥିରତା —୨୨. Certainly.
- ୨୩. ନିର୍ଦ୍ଧାରଣ —୨୩. Ascertainment.
- ୨୪. ଆବଶ୍ୟକତା —୨୪. Necessity.
- ୨୫. ବାଧ୍ୟତା —୨୫. Obligation.
- ୨୬. ଓଷା; ଯେଉଁ ବ୍ରତ ଯମ ପରି ଆବଶ୍ୟକୀୟ ନୁହେଁ କିନ୍ତୁ ଯାହା ପାଳନ କରିବା ପାଇଁ ଶାସ୍ତ୍ର ନିର୍ଦ୍ଦେଶ ଅଛି — ୨୬. Any minor observance or lesser vow; a duty prescribed to be done but which is not so obligatory as J̄ama (Apte).
- ୨୭. (ପୁରାଣ) ଧର୍ମରାଜଙ୍କ ପୁତ୍ର; ଧୁତିଙ୍କ ଗର୍ଭରେ ଧର୍ମଙ୍କ ଔରସରେ ଜାତ ପୁତ୍ର —୨୭. Name of the son of Dharmarāja; necessity of law personified; The God of justice as a son of Dharma and Dhṛuti.
- ୨୮. କବିପ୍ରସିଦ୍ଧ —୨୮. Poetic usage; a poetical common place orconvention.
[ଦ୍ରଷ୍ଟବ୍ୟ —କବିମାନେ କଳ୍ପନାରେ ଯାହା ଯାହା ବର୍ଣ୍ଣନା କରିଥାନ୍ତି ତାହାକୁ ନିୟମ ବୋଲାଯାଏ ଯଥା—ଚକୋର ଚନ୍ଦ୍ର କିରଣ ପାନ କରେ; ଚାତକ ବର୍ଷା ଜଳ ମାତ୍ର ପାନ କରେ; ଯଶଃ, କୀର୍ତ୍ତୀ ଓ ହାସ୍ୟ ଧବଳବର୍ଣ୍ଣ; ରାଗ ରକ୍ତବର୍ଣ୍ଣ; ରମଣୀମାନେ ଗୋଇଠା ମାଇଲେ ଅଶୋକ ଫୁଲ ଫୁଟେ ଓ କୁଳୁକୁଞ୍ଚା ପାଣି ପକାଇଲେ ବକୁଳ ଫୁଲ ଫୁଟେ; ସ୍ତ୍ରୀମାନଙ୍କ କଟାକ୍ଷରେ ଯୁବକର ହୃଦୟ ଶତଧା ବିଦାରିତ ହୁଏ; କନ୍ଦର୍ପର ଧନୁ କୁସୁମନିର୍ମିତ; କୋକିଳମାନେ ଆମ୍ୱ ବଉଳର ରସ ପାନ କରି କୁହୁ ନାଦ କରନ୍ତି; ଚନ୍ଦ୍ର ସଙ୍ଗେ କୁମୁଦିନୀର ଓ ସୂର୍ଯ୍ୟଙ୍କ ସଙ୍ଗେ ପଦ୍ମିନୀର ପ୍ରୀତି; ଚକ୍ରବାକ ମିଥୁନ ରାତ୍ରି ହେଲାରୁ ବିରହ ଭୋଗ କରନ୍ତି; ବିରହତାପରେ ଦେହ ଜଳିଯାଏ; ଇତ୍ୟାଦି ଏଗୁଡ଼ିକ କବିପ୍ରସିଦ୍ଧିର ଉଦାହରଣ]
- ୨୮. (ଯୋଗ ଦର୍ଶନ)—ମନୋନିରୋଧ — ୨୮. Restraint of the mind; the second of the eight principal steps of meditation in J̄oga (Apte).
- ୨୯. (ମୀମାଂସାଦର୍ଶନ) ଯେଉଁ ଅନ୍ୟଥା ଇଚ୍ଛାଧୀନ ନିୟମ ପାଳନ କରିବା ପାଇଁ ଶାସ୍ତ୍ର ନିର୍ଦ୍ଦେଶ ଅଛି — ୨୯. A rule or precept which lays down something which, but for the rule, would be optional (Apte).
- ୩. ସଂଜ୍ଞା ନିର୍ଦ୍ଦେଶ — ୩୦. Defining; definition (Apte).
- ୩୧. ସ୍ୱରକୁ କମାଇବା — ୩୧. Keeping down or lowering (as of the voice (Apte).
- ୩୨. ବିଷ୍ଣୁଙ୍କର ନାମ (ସହସ୍ରାନାମୋକ୍ତ) — ୩୨. One of the names of Bishṇu.
ଦେଶଜ - ବିଶେଷ୍ୟ -
ସମ୍ପାଦନାଶପଥ; ରାଣ; ହଲପ —Oath.
ପୁଣି ସାହସେ ନିୟମକୁ ହଟ—କବିସୂର୍ଯ୍ୟ. କବିତା