ପାରଙ୍ଗମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପାରଙ୍ଗମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପାରଂ=ଅନ୍ୟ ପରାକୁ+ଗମ ଧାତୁ+ କର୍ତ୍ତୃ. ଅ; ଅନ୍ୟ ରୂପ ପାରଗ; ତୁଳ; ବିହଙ୍ଗମ; ଭୂଜଙ୍ଗମ) ସମ୍ପାଦନା

ପାରଗ (ଦେଖ) - Pāraga (See)