ବିଶେଷ୍ୟ (ଦେଶଜ) ସମ୍ପାଦନା

 
ବୁଦା


ବୁଦା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ମୁଦ୍ ଧାତୁ; ଯହିଁରୁ ବୁଜିବା ହୋଇଅଛି) ସମ୍ପାଦନା

୧. ଗୁଳ୍ମମାଙ୍କର ସମଷ୍ଟି; କ୍ଷୁପ —୧. Bush.

[ଦ୍ରଷ୍ଟବ୍ୟ —ଲୁଚନ୍ତି ବୁଦାମାନ ପଛେ, ନାରଦ ଦେଖନ୍ତି ପ୍ରତ୍ୟକ୍ଷ ଜଗନ୍ନାଥ ଭାଗବତ)

୨. ଏକ ସ୍ଥାନରେ ଉଠିଥିବା ବାଉଁଶ ଗଛର ସମଷ୍ଟି —୨. A grove of bamboos.
୩. ଛୋଟ ଜଙ୍ଗଲ —୩. Small jungle.

[ଉ—କେତେକ ଲୋକ ବୁଦା ଭିତରେ ଲୁଚିଲେ କୃଷ୍ଣସିଂହ, ମହାଭାରତ. ବନ]

୪. ଚାରିଆଡ଼େ ବାଡ଼ ବୁଜା ଯାଇ ଲଗା ଯାଇ— ଥିବା ନୂତନ ଗଛ —୪. Young tree newly planted and sorrounded by fencing to protcet them from the ravages of cattle).

(ଯଥା— ଏ ବର୍ଷ ମୁଁ ମୋ ବାଡ଼ରେ ୩ ବୁଦା ନଡ଼ିଆ ଓ ୨ବୁଦା ପଣସ ଲଗାଇ ଅଛି)]