ବୁଦା
- ଗୁଳ୍ମମାନଙ୍କର ସମଷ୍ଟି; କ୍ଷୁପ
- ଏକ ସ୍ଥାନରେ ଉଠିଥିବା ବାଉଁଶ ଗଛର ସମଷ୍ଟି
- ଛୋଟ ଜଙ୍ଗଲ
- ଚାରିଆଡ଼େ ବାଡ଼ ବୁଜା ଯାଇ ଲଗା ଯାଇଥିବା ନୂତନ ଗଛ
ବୁଦା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୁଦା
|
ଦେଶଜ - ବି—(ସଂସ୍କୃତ - ମୁଦ୍ ଧାତୁ; ଯହିଁରୁ ବୁଜିବା ହୋଇଅଛି)
ସମ୍ପାଦନା- ୧. ଗୁଳ୍ମମାଙ୍କର ସମଷ୍ଟି; କ୍ଷୁପ —୧. Bush.
[ଦ୍ରଷ୍ଟବ୍ୟ —ଲୁଚନ୍ତି ବୁଦାମାନ ପଛେ, ନାରଦ ଦେଖନ୍ତି ପ୍ରତ୍ୟକ୍ଷ ଜଗନ୍ନାଥ ଭାଗବତ)
- ୨. ଏକ ସ୍ଥାନରେ ଉଠିଥିବା ବାଉଁଶ ଗଛର ସମଷ୍ଟି —୨. A grove of bamboos.
- ୩. ଛୋଟ ଜଙ୍ଗଲ —୩. Small jungle.
[ଉ—କେତେକ ଲୋକ ବୁଦା ଭିତରେ ଲୁଚିଲେ କୃଷ୍ଣସିଂହ, ମହାଭାରତ. ବନ]
- ୪. ଚାରିଆଡ଼େ ବାଡ଼ ବୁଜା ଯାଇ ଲଗା ଯାଇ— ଥିବା ନୂତନ ଗଛ —୪. Young tree newly planted and sorrounded by fencing to protcet them from the ravages of cattle).
(ଯଥା— ଏ ବର୍ଷ ମୁଁ ମୋ ବାଡ଼ରେ ୩ ବୁଦା ନଡ଼ିଆ ଓ ୨ବୁଦା ପଣସ ଲଗାଇ ଅଛି)]