ଗଛ
ଗଛ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବି—(ସଂସ୍କୃତ - ଗଚ୍ଛ)
ସମ୍ପାଦନା- ୧. ବୃକ୍ଷ — Tree.
- ୨. ଗଛ ପରି ଶାଖାବିଶିଷ୍ଟ ହୋଇ ପୋତାଯିବା ବାଣ — ୨. Fire -works fitted along a bamboo which is driven into the soil.
- ୩. ବୃକ୍ଷର କାଣ୍ଡ —୩. Trunk of a tree.
- ୪. ପୋତାଯିବା ବାଣର ସଂଖ୍ୟା — ୪. The number of fire-works arranged along a bamboo which is driven in to the soil.
(ଯଥା—ପାଞ୍ଚଗଛ ବମ୍ୱା଼ଜି)
- ୫. (ସଂସ୍କୃତ - ଗୁଚ୍ଛ) ଲୋକଙ୍କ ସମୂହ — ୫. Multitude; crowd.
- ୬. (ପାନବରଜୀ ଭାଷା) ଭୂମିରେ ପୋତା ହୋଇଥିବା ପରସ୍ପର ନିକଟବର୍ତ୍ତୀ ଦୁଇଧାଡ଼ି (ପାଶ) ଇଙ୍କଡ଼କାଠିରେ ମଡ଼ା— ଯାଇଥିବା ପାନଲତା —୬. Two rows of betel- creepers trained on two adjoining rows of reeds driven into the ground.