ଛୋଟ
ଛୋଟ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ବଡ଼—ବିପରୀତ)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - (ସଂସ୍କୃତ - କ୍ଷୁଦ୍ର) ସମ୍ପାଦନା
- ୧. ବାଙ୍ଗର; ଆକାରରେ କ୍ଷୁଦ୍ର; ସାନ; ଟିକି —୧. Small; dwarfish.
- ୨. କନିଷ୍ଠ (ଯଥା ଛୋଟ ଭାଇ) — ୨. Younger.
- ୩. ବୟସରେ ସାନ; ଅଳ୍ପବୟସ୍କ —୩. Young.
- ୪. ଅପେକ୍ଷାକୃତ ଅଳ୍ପବୟସ୍କ — ୪. younger; junior.
- ୫. ଅଧମ; ହୀନପ୍ରକୃତି; ନୀଚ —୫. Low; mean.
- ୬. ନୀଚଜାତୀୟ —୬. Of low caste.