ଧର୍ମାନୁଷ୍ଠାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧର୍ମ+ ଅନୁଷ୍ଠାନ) ସମ୍ପାଦନା

୧. ଧର୍ମ କାର୍ଯ୍ୟ ୧. Religious practice.
୨. ଧର୍ମାଚରଣ —୨. Practising of peity.
୩. ଯେଉଁ ସ୍ଥାନରେ ଧର୍ମକାର୍ଯ୍ୟ କରାଯାଏ — ୩. A religious institution or establishment.