ସଂଯମ
ସଂଯମ
ଉଚ୍ଚାରଣ
ସମ୍ପାଦନା(ସଂଯମନ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ସମ୍+ଯମ୍ ଧାତୁ+ଭାବ. ଅ)
ସମ୍ପାଦନା- ୧. ବନ୍ଧନ — ୧. Binding; confinement; imprisonment.
- ୨. ନିୟମ; ବ୍ରତ— ପାଳନ —୨. Observance of a religious vow or fast.
- ୩. ନିରୋଧ; ରୋଧ —୩. Restraint.
- ୪. ଇନ୍ଦ୍ରିୟ ନିଗ୍ରହ —୪. Self-control; subduing one's passions.
- ୫. ବ୍ରତାଦିର ପୂର୍ବ ଦିନ ହବଷ୍ୟ ଭୋଜନ ଓ ଇନ୍ଦ୍ରିୟ ନିଗ୍ରାହାଦି ରୂପ ବିଧି; ଏକବାର —୫. Moderation in diet etc. observed on the day previous to the day of fasting.
- ୬. ସମାଧି ଯୋଗ; ଧ୍ୟାନ —୬. Deep meditation or abstraction; contemplation of the Infinite Supreme Being.
- ୭. (+ କର୍ମ ଅ) ଚତୁଃଶାଳ ଗୃହ; ଚଉକମରା ଘର —୭. Four houses built continuously round a square or courtyard.
- ୮. (+କର୍ତ୍ତୃ ଅ)—ଯମଦେବ —୮. The God of death.
ଦେଶଜ - ବିଶେଷ୍ୟ -
ସମ୍ପାଦନାଗାଢ଼ ଆଲିଙ୍ଗନ — TIght embrance.
[ଉ—ଉଭୟ ସଂଯମେ ପୟୋଧର ଉପରେ ପୀଡ଼ି, ମଦନ ରସ ସ୍ୱଭାବେ ଭୃଜେ ଭୃଜ ଭିଡ଼ି ପ୍ରାଚୀ. ରସବାରିଧି]