ଦେଶଜ (ବିଶେଷଣ)

ସମ୍ପାଦନା
  • ବହୁସ୍ଵାମୀକ; ଇଜମାଲି
  • ସର୍ବସାଧାରଣଙ୍କ ଅଧିକୃତ ବା ବ୍ୟବହୃତ
  • ବଣ୍ଟନର ଅଯୋଗ୍ୟ; ବଣ୍ଟନ ହୋଇନଥିବା
  • ସ୍ଵୀୟ; ସ୍ଵକୀୟ
  • ଦେବତା, ରାଜା ବା ଜମିଦାରଙ୍କର ବ୍ୟବହାର୍ଯ୍ୟ ପଦାର୍ଥ ଯୋଗାଇବା ବ୍ୟକ୍ତି
  • ଅନେକ ଲୋକଙ୍କଦ୍ଵାରା ଏକତ୍ର ବ୍ୟବହୃତ
  • ଯାଦୁ
  • ବୃହତ ମଣ୍ଡଳାକାର କୁଷ୍ଠରୋଗ
  • ଗଳିତ କୁଷ୍ଠ