ଭଣ୍ଡାର

ଉଚ୍ଚାରଣ

ସମ୍ପାଦନା

ଭଣ୍ଡୁର(ରା), ଭଣ୍ଡୁରୁ, ଭଣ୍ଡୋର(ରା)ଅନ୍ୟରୂପ

  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା
୧. (ସଂସ୍କୃତ - ପଣ୍ଡ, ସଂସ୍କୃତ - ଭଣ୍ଡ=ହାନି; କ୍ଷତି) —ପଣ୍ଡ, ନଷ୍ଟ, ବିଫଳ, ବିଗିଡ଼ିଥିବା —୧. Spoilt; baffled.

(ଯଥା— ବର୍ଷାଯୋଗୁଂ ଭୋଜୀ ଭଣ୍ଡର ହୋଇ— ଗଲା )

୨. (ସଂସ୍କୃତ - ଭଣ୍ଡ) ଲଜ୍ଜିତ —୨. Ashamed.
୩. ଲଜ୍ଜାଗ୍ରସ୍ଥ —୩. Put to shame.
୪. ହାସ୍ୟାସ୍ପଦ —୪. Ludicrous; ridiculous.
୫. ଯେ ଭଣ୍ଡାଏ; ପ୍ରତାରକ —୫. Fraudulent; deceitful; cheating.
୬. ପ୍ରତାରିତ —୬. Defrauded; cheated.



ଭଣ୍ଡାର

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଭଣ୍ଡାଗାର)

ସମ୍ପାଦନା
୧. ଧନାଗାର —୧. Treasury.
୨. ଧନସଞ୍ଚୟ ସ୍ଥାନ —୨. A place where money is hoarded.
୩. କୌଣସି ଦ୍ରବ୍ୟ ବହୁ ପରିମାଣରେ ସଞ୍ଚିତ ହେବାର
ଆଗାର; ସରଘର —୩. A store house; a magazine.

[ଉ—ହେ ନୃପ ସବିତା ପଶି କବିତା ଭଣ୍ଡାରେ— ରାଧାନାଥ ମହାଯାତ୍ରା]

୪. ପୁଞ୍ଜୀ ; ସ୍ୱଞ୍ଚିତଧନ —୪. Fund.