ଧନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଋଣ ଚିହ୍ମ—ବିପରୀତ)

  • (file)

ସଂସ୍କୃତ - ବିଶେଷ୍ୟ - [ଧନ୍ ଧାତୁ=(ଶସ୍ୟ) ଉତ୍ପନ୍ନ ହେବା+କର୍ତ୍ତ. ଅ] ସମ୍ପାଦନା

୧. ସମ୍ପତ୍ତି; ବିତ୍ତ —୧. Wealth; property; riches.

ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁରେ କବବିସୂର୍ଯ୍ୟ. କିଶୋରୀଚମ୍ପୂ ଖ ଗୀତ

୨. ଗୋଧାନ୍ୟାଦି ସ୍ଥବର ଅବସ୍ଥାରେ ସମ୍ପତ୍ତି — ୨. Property, movable and immovable.
୩. ନଗଦ ଟଙ୍କା ଟୋକର; ପୁଞ୍ଜି; ପାଣ୍ଠି — ୩. Money; hard cash.

ହାତରେ ନ ଥାଏ ଧନ; ପୁଅ ବାହା କରି ମନ—ତଗ

୪. ସୁବର୍ଣ୍ଣ —୪. Gold.
୫. ମୂଲ୍ୟବାନ୍ ପଦାର୍ଥ —୫. Valuables.

ବାଣାର୍ଜୂନ ଭୂତିକି ମତି ଥାଇ, ଧନ ଆଲିଙ୍ଗନେ ମନ ବଳଇ ଗୋଲୋକ, ଇନ୍ଦୂରେଖା

୬. ଧନ ପରି ପ୍ରୟତମ ବ୍ୟକ୍ତି; ସ୍ନେହପାତ୍ର — ୬. Object of love or attachment; the beloved one.

ତରୁଣୀ ତୋତେ ମୋଧନ କଲେ ଯହୁଁ କରୁଣାନିଧି ଶଙ୍କରରେ କବିସୂର୍ଯ୍ୟ. ସଙ୍ଗୀତ

୭. (ଜ୍ୟୋତିଷ) ଧନିଷ୍ଠା ନକ୍ଷତ୍ର —୭. The ୨୩rd lunar mansion or asterism in Hindu astronomy.
୮. (ଜ୍ୟୋତିଷ) ଧନସ୍ଥାନ —୮. The apartment of riches on one's horoscope.
୯. (ଗଣିତ) ଯୋଗ ଚିହ୍ନ — ୯. (mathematics) The plus sign.
୧. କମନୀୟ ବସ୍ତୁ —୧୦. Desirable thing; the object of one's cherished desire.
୧୧. ଖଣିରୁ ବାହାରିବା ଅଶୁଦ୍ଧ ଖଣ୍ଡ (ହିନ୍ଦୀ - ଶ.) — ୧୧. Crude pieces of metal brought out from the mine; ore.

ଦେଶଜ - ଅ ସମ୍ପାଦନା

୧. (ଶିଶୁ, ସ୍ୱାମୀ, ସ୍ତ୍ରୀ, ସହଚରୀ ଆଦିଙ୍କ ପ୍ରତି) ଆଦୁର ଓ ସ୍ନେହସୂଚକ ସମ୍ୱୋଧନ)—ହେ ପ୍ରିୟା — ୧. (Interjection used to one's beloved person My dear.)

ଖିଅଲ ପରି ଧନ ମନରେ ଭାଳିଲୁରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଖ. ଗୀତ

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ଆଦରାର୍ଥେ) ଶିଶୁମାନଙ୍କ ଶିଶୁ; ଗୁଡ଼ — ୧. The pretty penis of a child (used in endearment).
୨. ମୂଳଧନ —୨. Capital.