ବଣ୍ଟନ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ବଣ୍ଟ୍ ଧାତୁ+ଭାବ. ଅନ)

ସମ୍ପାଦନା
୧. ବାଣ୍ଟିବା; ଭିନ୍ନ ଭିନ୍ନ ଭାଗରେ ବିଭକ୍ତ କରିବା; ଅଂଶୀକରଣ- ୧. Partition; ddivision; apportionment.
୨. ଭିନ୍ନ ଭିନ୍ନ ଅଂଶକୁ ଭିନ୍ନ ଭିନ୍ନ ବ୍ୟକ୍ତିକୁ ଦେବା —୨. Distribution.
୩. ବାଟିବା; ପେଷଣ —୩. Bruising; pounding with pestle and mortar.