ପାଣ୍ଠି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ମୂଳଧନ; ବେପାର ବଣିଜ୍ୟର ମୂଳଧନ; ପୁଞ୍ଜି — ୧. The capital of business.
୨. ଗଚ୍ଛିତ ଧନ; ସଞ୍ଚିତ ଧନ — ୨. Stock; hoard.

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପାଇଣ୍ଟ୍)

ସମ୍ପାଦନା

ପାଇଣ୍ଟ୍; ପ୍ରାୟ ଏକ— ପାଆ ପରିମିତ (ବ୍ରାଣ୍ଡି; କେରୋସିନି ତେଲଆଦି) — Pint (measure of liquid).