« ପୁରୁଣା ପୁରୁଣା ୨୦୧୪ »
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର



ପୁରୁଣା ସମ୍ପାଦନା

ଅକ୍ଟୋବର ୩ ସମ୍ପାଦନା


ଅପରିଛିନ୍ନ
  1. ଅପରିଛିନ୍ନ ମେଞ୍ଚଡ଼ ଟୋକା ମୋ ବଟୁଆ ନେଇ ପଳାଇଲା!.

ଆଜିର ଶବ୍ଦଅଭିଲେଖ



ଅକ୍ଟୋବର ୧୩ ସମ୍ପାଦନା


ଦ୍ରାବକ
  1. ଯାହା ଅନ୍ୟ ଜିନିଷ କୁ ତରଳାଇ ବା ମିଳାଇଦିଏ । (ଜଳ ରେ ଲବଣ ଦ୍ରବୀଭୂତ ହୁଏ,ତେଣୁ ଏଠାରେ ଲବଣ ଦ୍ରବଣୀୟ ଓ ଜଳ ଦ୍ରାବକ।).

ଆଜିର ଶବ୍ଦଅଭିଲେଖ



ସେପ୍ଟେମ୍ବର ୩୦ ସମ୍ପାଦନା


ଅଲଗା
  1. ସବୁଠୁ ଅଲଗା ବା ବିଶେଷ ବା ସ୍ଵତନ୍ତ୍ର.

ଆଜିର ଶବ୍ଦଅଭିଲେଖ



ମାର୍ଚ୍ଚ ସମ୍ପାଦନା

ଅଲଗୁଣି


ଅପ୍ରେଲ ସମ୍ପାଦନା

ଅଳନ୍ଦୁ

ଅଳନ୍ଦୁ କୁ ସାଧାରଣତଃ ଭୁଲରେ ଆମେ ଅଳନ୍ଧୁ କହିଦେଉ । ଏହି ଦୁଇଟି ଶବ୍ଦ ଭିତରେ ବହୁତ ପାର୍ଥକ୍ୟ ରହିଛି ।


କବିତା

  1. କବିତ୍ୱ; କବିକୃତି
  2. ପଦ୍ୟ


ଜ୍ଞାନ

  1. ବୁଦ୍ଧି
  2. ପ୍ରତୀତି
  3. ଜାଣିବା

ଅଧିକ ପଢନ୍ତୁ...


ଐରାବତ

  1. ଇନ୍ଦ୍ରଙ୍କ ହସ୍ତୀ, ପୂର୍ବଦିହର ହସ୍ତୀ
  2. ନାଗରଙ୍ଗ ବା ନାରଙ୍ଗ

ଆହୁରି ଦେଖନ୍ତୁ...


ବଉଳ

  • ଆମ୍ର ମୁକୁଳ
  • ଆମ୍ବ ବଉଳ ପରି କେଣ୍ତାଦାରିଆ ଫୁଲ

ପୁରା ପଢନ୍ତୁ ...


ସେପ୍ଟେମ୍ବର ସମ୍ପାଦନା

ମୂର୍ତ୍ତି

  1. ପିତୁଳା; ବିଗ୍ରହ, ସ୍ଵରୂପ, ପ୍ରତିମା
  2. ଦେବପ୍ରତିମା
  3. ଦେବତାଙ୍କ ଅବତାର


ପୁରା ପଢନ୍ତୁ...


ଅକ୍ଟୋବର ସମ୍ପାଦନା

ଠକ

  • ଠଗ; ପ୍ରତାରକ; ପ୍ରବଞ୍ଚକ
  • ଛଳକାରକ; କପଟୀ
  • ଛଳମୟ; ପ୍ରତାରଣାପୂର୍ଣ୍ଣ
ପୁରା ପଢନ୍ତୁ...


ନଭେମ୍ବର ସମ୍ପାଦନା

ଛତା

  • ତଳପତ୍ରରେ ବା କନାରେ ନିର୍ମିତ ଓ କେନ୍ଦ୍ରରେ ତଳ ଆଡ଼କୁ ଗୋଟିଏ ଦଣ୍ତ ବା
ବେଣ୍ଟ ଥିବା ଗୋଲାକାର ଶରୀରାବରଣ ବସ୍ତୁ; ଆତପତ୍ର
  • ପରିବ୍ରାଜକ ସାଧୁମାନେ ନିଜ ନିଜର ଆସ୍ଥାନ ଉପରେ ପୋତିବା କନାର ବଡ଼ ଛତା
ପୁରା ପଢନ୍ତୁ...


ଡିସେମ୍ବର ସମ୍ପାଦନା


ଜଗନ୍ନାଥ

  1. ନାରାୟଣ; ଭଗବାନ; ପରମେଶ୍ଵର; ବିଷ୍ଣୁ
  2. ଭାରତର ଏକତମ କ୍ଷେତ୍ର ଶ୍ରୀ ପୁରୁଷୋତ୍ତମରେ ବିରାଜିତ ବିଷ୍ଣୁ ପ୍ରତିମା
.

ଆଜିର ଶବ୍ଦଅଭିଲେଖ




ଆହୁରି ଦେଖନ୍ତୁ ସମ୍ପାଦନା