ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଆମ୍ର ମୁକୁଳ
  • ଆମ୍ବ ବଉଳ ପରି କେଣ୍ତାଦାରିଆ ଫୁଲ
  • ବକୁଳ ବୃକ୍ଷ; ବଉଳ ଗଛ
  • ପରସ୍ପର ଆମ୍ର ମୁକୁଳ ଦିଆଦେଇ ହୋଇ ସୃଷ୍ଟ ବନ୍ଧୁତାବଉଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ମୁକୁଳ; ପ୍ରା. ମୁଉଡ଼) ସମ୍ପାଦନା

୧. ଆମ୍ର ମୁକୁଳ — ୧. Mango bud.

ଆମ୍ୱବଉଳ ରଙ୍ଗଡ଼ାଳ, ହୃଦେ ଲମ୍ୱଇ ବନମାଳ ଜଗନ୍ନାଥ. ଭାଗବତ

୨. (ସଂସ୍କୃତ - ମୁକୁଳ) ଆମ୍ୱ ବଉଳ ପରି କେଣ୍ଡାଦାରିଆ ଫୁଲ — ୨. The flowers of certain trees, flowering in racemes or spikes; sessile flowers.
୩. (ସଂସ୍କୃତ - ବକୁଳ) ବକୁଳ ବୃକ୍ଷ; ବଉଳ ଗଛ — ୩. Mimusops Elengi.


୪. ପରସ୍ପର ଆମ୍ର ମୁକୁଳ ଦିଆଦେଇ ହୋଇ ସୃଷ୍ଟ ବନ୍ଧୁତା — ୪. Friendship between two persons set up by exchanging mango buds.

[ଦ୍ରଷ୍ଟବ୍ୟ —ଅନ୍ୟ ଗଛର ଫୁଲ ଆମ୍ୱବଉଳ ପରି ପେଣ୍ଡା ପେଣ୍ଡା ହେଲେ ତାକୁ ସେ ଗଛର ବଉଳ ବୋଲି କହନ୍ତି; ଯଥା—ଆମ୍ୱଡ଼ା]