ଛତା
- ତଳପତ୍ରରେ ବା କନାରେ ନିର୍ମିତ ଓ କେନ୍ଦ୍ରରେ ତଳ ଆଡ଼କୁ ଗୋଟିଏ ଦଣ୍ତ ବା ବେଣ୍ଟ ଥିବା ଗୋଲାକାର ଶରୀରାବରଣ ବସ୍ତୁ; ଆତପତ୍ର
- ଛତ୍ରାକାର ଆବରଣ
- ପରିବ୍ରାଜକ ସାଧୁମାନେ ନିଜ ନିଜର ଆସ୍ଥାନ ଉପରେ ପୋତିବା କନାର ବଡ଼ ଛତା
- ଘୁଷୁରିଆ ଓ ମଇଁଷିଆଳମାନେ ଘୁଷୁରି ଓ ମଇଁଷିଙ୍କ ସଙ୍ଗରେ ରହିବାବେଳେ ଆଶ୍ରୟ ନେବା ନିମନ୍ତେ ପୋତିବା ତଳପତ୍ରର ଛତା
- ଦେବତା, ସମ୍ରାଟ ବା ପ୍ରଭୁଙ୍କ ଅଧିକାରଜ୍ଞାପକ ଛତି; ରାଜଛତ୍ର
ବିଶେଷଣ (ଦେଶଜ)
ସମ୍ପାଦନା- ଛତା ପରି ବିସ୍ତୃତ; ଝାମ୍ପୁଲା; ମୂଳ ସରୁ ଓ ଅଗ ମେଲି ଯାଇଥିବାଛତା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଛତ୍ର; ପ୍ରା. ଛତ୍ତ)
ସମ୍ପାଦନା- ୧. ତାଳପତ୍ରରେ ବା କନାରେ ନିର୍ମିତ ଓ କେନ୍ଦ୍ରରେ ତଳ ଆଡ଼କୁ ଗୋଟିଏ ଦଣ୍ଡ ବା ବେଣ୍ଟ ଥିବା ଗୋଲାକାର ଶରୀରାବରଣ ବସ୍ତୁ; ଆତପତ୍ର — ୧. Umbrella.
- ୨. ଛତ୍ରାକାର ଆବରଣ —୨. Parachutte.
- ୩. ପରିବ୍ରାଜକ ସାଧୁମାନେ ନିଜ ନିଜର ଆସ୍ଥାନ ଉପରେ ପୋତିବା କନାର ବଡ଼ ଛତା — ୩. A big cloth-umbrella installed on a central rod over the seat of a wandering ancharite.
- ୪. ଘୁଷୁରିଆ ଓ ମଇଁଷିଆଳମାନେ ଘୁଷୁରି ଓ ମଇଁଷିଙ୍କ ସଙ୍ଗରେ ରହିବା ବେଳେ ଆଶ୍ରୟ ନେବା ନିମନ୍ତେ ପୋତିବା ତାଳପତ୍ରର ଛତା —୪. An umberella with a palm-leaf covering installed on a central rod to give shelter to buffalo- herds or swineherds while accompanying their herds.
- ୫. ଦେବତା, ସମ୍ରାଟ ବା ପ୍ରଭୁଙ୍କ ଅଧିକାରଜ୍ଞାପକ ଛତି; ରାଜଛତ୍ର —୫. An insignia of royality, represented by an umbrella held over the head of a Raja or a Deity.
ଦେଶଜ - ବିଶେଷଣ -
ସମ୍ପାଦନାଛତା ପରି ବିସ୍ତୃତ; ଝାମ୍ପୁଲା; ମୂଳ ସରୁ ଓ ଅଗ ମେଲି ଯାଇଥିବା (ଗଛ) —Spreading like an umbrella (said of trees).