ଅଳନ୍ଧୁ
- ହସ୍ତୀପଦ ବନ୍ଧନ ଶୃଙ୍ଖଳ; ହାତୀଶିକୁଳା
- ଶିକୁଳି ପରି ସ୍ତ୍ରୀ ପାଦଭୂଷଣବିଶେଷ
ଶବ୍ଦ ବିନ୍ୟାସ
ସମ୍ପାଦନାଆହୁରି ଦେଖନ୍ତୁ
ସମ୍ପାଦନା ସମାର୍ଥବୋଧକ ଶବ୍ଦ
ଅଳନ୍ଧୁ ସହ ଭ୍ରମିତ ହେବା ଭଳି କିଛି ଶବ୍ଦ
ମଧ୍ୟାହ୍ନେ ଅନ୍ଧାର ଜିଣଇ ଅଳନ୍ଧୁ କନ୍ଧସିମନ୍ତିନୀ ବିଶ୍ରମ୍ଭର ବନ୍ଧ୍ । ରାଧାନାଥ—ଚିଲିକା