ଦ୍ରାବକ
ଦ୍ରାବକ - ଯାହା ଅନ୍ୟ ଜିନିଷକୁ ତରଳାଇ ବା ମିଳାଇଦିଏ । (ଜଳରେ ଲବଣ ଦ୍ରବୀଭୂତ ହୁଏ,ତେଣୁ ଏଠାରେ ଲବଣ ଦ୍ରବଣୀୟ ଓ ଜଳ ଦ୍ରାବକ।)ଦ୍ରାବକ
ଉଚ୍ଚାରଣ
ସମ୍ପାଦନା(ଦ୍ରାବିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଦ୍ରୁ ଧାତୁ ଣିଚ୍ ଦ୍ରାବିଶେଷ୍ୟ - ଧାତୁ+ଅକ)
ସମ୍ପାଦନା- ୧. ଯାହା ତରଳାଏ —୧. Melting; liquefying.
- ୨. ଯହିଁରେ ଅନ୍ୟ ବସ୍ତୁ ମିଳାଇଯାଏ; ଦ୍ରବକାରକ — ୨. Solvent.
- ୩. ଯାହା ମିଶାଗଲେ ଧାତୁ ସହଜରେ ତରଳିଯାଏ — ୪. Assisting the fusion of metals.
- ୫. ପଳାୟମାନ —୫. Fugitive; fleeing away.
- ୬. ଚତୁର; ଚଲାଖ (ହିନ୍ଦୀ - ଶ) —୬. Clever.
- ୭. ହୃଦୟଗ୍ରାହୀ (ହିନ୍ଦୀ - ଶ) —୭. Interesting.
- ୮. (ବୈଦ୍ୟକ) ଯେଉଁ ଔଷଧ ସେବନ କଲେ ଖୁବ୍ ପ୍ରସ୍ରାବ ହୁଏ —୮. (medicine) Diuretic.
ବିଶେଷ୍ୟ -
ସମ୍ପାଦନା- ୧. ଧାତୁମାନ ଶ୍ରୀଘ୍ର ତରଳି ଯିବା ବିଷୟରେ ଯାହା ସାହାଯ୍ୟ କରେ —୧. A flux which accelerates the fusion of metals.
- ୨. ଯେଉଁ ତରଳ ପଦାର୍ଥରେ ଅନ୍ୟବସ୍ତୁ ମିଳାଇ ଯାଇଥାଏ; ରାସାୟନିକ ପ୍ରକ୍ରିୟାଦ୍ୱାରା ଧାତୁ ଆଦି ମିଶ୍ରିତ ତରଳ ପଦାର୍ଥ —୨. A chemical solution.
- ୩. ଯେଉଁ ଦ୍ରବ ପଦାର୍ଥରେ ଧାତୁ ଆଦି ମିଳାଇ ଯାଏ; ଅମ୍ଲରସ ବିଶେଷ; ଏସିଡ୍ —୩. Acid; a kind of sour juice.
(ଯଥା—ଗନ୍ଧକ ଦ୍ରାବକ, ଯବକ୍ଷାର ଦ୍ରାବକ, ଅଙ୍ଗାରକ ଦ୍ରାବକ)
- ୪. ଲମ୍ପଟ ବ୍ୟକ୍ତି —୪. A licentious man; an adulteror.
- ୫. ଚୋର —୫. A thief.
- ୬. ଚନ୍ଦ୍ରକାନ୍ତ ମଣି — ୬. Moon-stone; a kind of gem.
- ୭. ମହମ; ମହଣ —୭. Beeswax.
- ୮. (ସାହିତ୍ୟରେ) ରସ — ୮. Sentiment (in literature).
- ୯. ସୁହାଗା —୯. Borax.