ପଲମ
ବିଶେଷ୍ୟ: ଏକ ପାତ୍ର ଉପରେ ଢଙ୍କାହେଉଥିବା ଚଟକା ଥାଳି ବିଶେଷ ।
ଆଲୋ ସାର, ରସ ଉପରେ ପଲମଟା ଢାଙ୍କି ଦେଲୁ ଟିକେ!
ପ୍ରତିଶବ୍ଦ
ସମ୍ପାଦନାଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାପଲମ
|
ଦେଶଜ - .ବି
ସମ୍ପାଦନାବଡ଼ ଶରା; ମାଟିର ତେଲ ଉଣୀ; ହାଣ୍ଡି ମୁଁହରେ ଢାଙ୍କୁଣୀ — A shallow concave earthen pan used as a cover for easthen pots and as a fryin pan.