ଚଟକା
ଚଟକା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.—(ଚଟକ+ଆ)
ସମ୍ପାଦନା- ୧. ମାଈ ଘରଚଟିଆ ଚଢ଼େଇ — ୧. A hen-sparrow.
- ୨. ପିପ୍ପଳୀ ମୂଳ — ୨. Root of long pepper.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ଚିପିଟ=ଚୁଡ଼ା; ଚୁଡ଼ାପରି ପତଳା)
ସମ୍ପାଦନା- ୧. ଚେପଟା — ୧. Flat.
- ୨. ସମତଳ — ୨. Even.
ଦେଶଜ - ବିଶେଷ୍ୟ - (ନାମ)
ସମ୍ପାଦନାନୀଳଗିରିର ଦୁଇ କ୍ରୋଶ ଦୂରରେ ଅବସ୍ଥିତ ଗୋଟିଏ ନିର୍ଝର —Name of a mountain- spring in the Nilgiri state of Orissa.