ବିଶେଷ୍ୟ: ଏକ ପାତ୍ର ଉପରେ ଢଙ୍କାହେଉଥିବା ଚଟକା ଥାଳି ବିଶେଷ ।

ଆଲୋ ସାର, ରସ ଉପରେ ଢାଙ୍କୁଣିଟା ଢାଙ୍କି ଦେଲୁ ଟିକେ!

ପ୍ରତିଶବ୍ଦ

ସମ୍ପାଦନା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଢୌକ ଧାତୁ=ଆଚରଣ)

ସମ୍ପାଦନା
୧. ଘୋଡ଼ଣି —୧. A cover.

ନୟନୁ ଉପୁଡ଼ିଗଲା ନିଲଜ ଢାଙ୍କୁଣି ପ୍ରାଚୀ. ରହସ୍ୟମଞ୍ଜରୀ

୨. ଆବରଣ; ସରପୋଷ —୨. A lid.