ଉଇକିଅଭିଧାନ:ବଛା ଶବ୍ଦ/୨୦୧୮
« ୨୦୧୭ | ୨୦୧୮ | ୨୦୧୯ » |
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର |
ଜାନୁଆରୀ
ସମ୍ପାଦନାଚୋକଡ଼
ଉଚ୍ଚାରଣ: Chokaṟḍ̠a
ଶବ୍ଦ ବିନ୍ୟାସ: ସଂସ୍କୃତ - ଶକଳ; ଶଳ୍ପ; ତ୍ୱକ୍; ସଂସ୍କୃତ - ଚୋଳକ=ବଳ୍ଲଳ
ଦେଶଜ - ବିଶେଷ୍ୟ —
- ଗହମର ଚୋପା; ଭୁସି
ଫେବୃଆରୀ
ସମ୍ପାଦନାଚାଟ
ଉଚ୍ଚାରଣ: Chāṭa
ଶବ୍ଦ ବିନ୍ୟାସ: ସଂସ୍କୃତ - ଛାତ୍ର; ନବ୍ୟ ସଂସ୍କୃତ - ଚଟ୍ଟ; ସଂସ୍କୃତ - ଚେଟକ= ସେବକ, ଦାସ
ଦେଶଜ - ବିଶେଷ୍ୟ —
- ପାଠଶାଳାରେ ପଢୁଥିବା ଛାତ୍ର; ଶିଷ୍ୟ
[ଉଦାହରଣ —କାହିଁ ବା ଚାଟେ ଚାହାଳିରେ ପଢ଼ନ୍ତି ପୋଥି ଧୀରେ ଧୀରେ— ମଧୁସୂଦନ, ଛନ୍ଦମାଳ]
ମାର୍ଚ୍ଚ
ସମ୍ପାଦନାବତ୍ସ
ଉଚ୍ଚାରଣ: Batsa
ଶବ୍ଦ ବିନ୍ୟାସ: ବଦ୍ ଧାତୁ=ସ୍ନେହ ସଂଭାଷଣ; କଥନ+କର୍ମ. ସ; ଯାହାକୁ ସ୍ନେହ ପୂର୍ବକ ଡକାଯାଏ
ସଂସ୍କୃତ - ବିଶେଷ୍ୟ —
- ପୁତ୍ର
- ଜନୈକ ଭକ୍ତ ବ୍ରାହ୍ମଣ; ଶ୍ରୀବତ୍ସ
[ଉଦାହରଣ —ବତ୍ସ ପାରା ଚିହ ପରି ହୃଦରେ, ବାହ୍ୟେ ନ ତିଶି ରଖିଲେ ଭିତରେ— ଭଞ୍ଜ, ବୈଦେହୀଶବିଳାସ]
ଅପ୍ରେଲ
ସମ୍ପାଦନାଭାରତ
(file) |
ଉଚ୍ଚାରଣ: Bhārata
ଶବ୍ଦ ବିନ୍ୟାସ: ଭରତ+ଅ
ସଂସ୍କୃତ - ବିଶେଷ୍ୟ —
- ଭରତ ରାଜାଙ୍କ ତନୟ
- ଭାରତବର୍ଷ
[ଦ୍ରଷ୍ଟବ୍ୟ —ଏହା ଜମ୍ୱୁଦ୍ୱୀପର ନଅଟି ବର୍ଷ ମଧ୍ୟରୁ ଏକ]
ମଇ
ସମ୍ପାଦନାଡିବି
ଉଚ୍ଚାରଣ: Ḍibi
ଶବ୍ଦ ବିନ୍ୟାସ: ସଂସ୍କୃତ - ଦୀପ; ତୁଳନା. ଗୁଜରାଟୀ- ଡିଓ
ଦେଶଜ - ବିଶେଷ୍ୟ —
- କିରାସିନି ତେଲ ଜଳିବାର ଧାତୁମୟ ପ୍ରଦୀପ
ଜୁନ
ସମ୍ପାଦନାନେପଥ୍ୟ
ଉଚ୍ଚାରଣ: Nepathya
ଶବ୍ଦ ବିନ୍ୟାସ: ନେ=ନାୟକ+ପଥ୍ୟ=ଯୋଗ୍ୟ ବା ମନୋହର
ସଂସ୍କୃତ - ବିଶେଷ୍ୟ —
- ଅଭିନୟ ସ୍ଥଳର ଅନ୍ତରାଳ
ଜୁଲାଇ
ସମ୍ପାଦନାସଣ୍ଠଣା
(file) |
ଉଚ୍ଚାରଣ: Saṇṭhaṇā
ସ୍ତ୍ରୀ: ସଣ୍ଠଣୀ, ସଣ୍ଠୁଣୀ
ଶବ୍ଦ ବିନ୍ୟାସ: ସଂସ୍କୃତ - ସଂସ୍ଥାନ
ଦେଶଜ - ବିଶେଷ୍ୟ —
- ଉତ୍ତମ ଚାଲିଚଳଣ
ଦେଶଜ - ବିଶେଷଣ —
- ଯେଉଁ ବ୍ୟକ୍ତି ପରିପାଟୀ ରୂପେ ବେଶ ଆଦି ପିନ୍ଧେ ବା ବସେ
ଅଗଷ୍ଟ
ସମ୍ପାଦନାବିପ୍ରଲମ୍ଭ
ଉଚ୍ଚାରଣ: Bipralambha
ଶବ୍ଦ ବିନ୍ୟାସ: ବି+ପ୍ର+ଲଭ୍ ଧାତୁ+ଭାବ. ଅ
ସଂସ୍କୃତ - ବିଶେଷ୍ୟ —
- କଳହ; ବିବାଦ
- ପ୍ରତାରଣା; ଛଳନା