ବତ୍ସ
ବତ୍ସ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ —(ବଦ୍ ଧାତୁ=ସ୍ନେହ ସଂଭାଷଣ; କଥନ+କର୍ମ. ସ; ଯାହାକୁ ସ୍ନେହ ପୂର୍ବକ ଡକାଯାଏ)
ସମ୍ପାଦନା- ୧. ପୁତ୍ର — ୧. Son;
- ୨. ପ୍ରାଣୀର ଛୁଆ —୨. The young of an animal.
- ୩. ସନ୍ତାନ —୩. Child; offspring.
- ୪. ଗୋଶିଶୁ; ବାଛୁରୀ —୪. A calf.
- ୫. ଭାରତୀୟ ପ୍ରଦେଶବିଶେଷ (ଆଧୁନିକ ଦୋଆବ୍) —୪. Name of a country in ancient India (the modern Doab).
- ୬. (ବସ୍ ଧାତୁ=ବାସ କରିବା+ଅଧିକରଣ; ସ; ନିପାତନ) ବତ୍ସର; ବର୍ଷ (ହିନ୍ଦୀ - ଶ) —୬. Year; a period of ୧୨ months.
- ୭. ଶ୍ରୀବତ୍ସ; ପୌରାଣିକ ନରପତି —୭. ṡrībatsa.
- [ଦ୍ରଷ୍ଟବ୍ୟ— ଏ ନରପତି ଲକ୍ଷ୍ମୀ ଓ ଶନିଙ୍କର କଳହ ନିଷ୍ପତ୍ତି କରି ଶନିଙ୍କ କୋପରୁ ବହୁତ କଷ୍ଟ ସହିଥିଲେ ]
- ୮. ଜନୈକ ଭକ୍ତ ବ୍ରାହ୍ମଣ; ଶ୍ରୀବତ୍ସ — ୮. A Brahmin dovotee.
- [ଉଦାହରଣ— ବତ୍ସ ପାରା ଚିହ ପରି ହୃଦରେ, ବାହ୍ୟେ ନ ତିଶି ରଖିଲେ ଭିତରେ— ଭଞ୍ଜ, ବୈଦେହୀଶବିଳାସ ]
- ୯. ବକ୍ଷଃ; ଛାତି —୯. Breast.
- [ଉଦାହରଣ— ନଇଦର୍ଭୀ ଚାତୁରୀ ପ୍ରକାଶିତ୍ର ବତ୍ସେ ସଂଯୋଗି ପଢୢ ରଘୁସୁତ— ଭଞ୍ଜ, ବୈଦେହୀଶବିଳାସ ]
- ୧୦. ଗୋବତ୍ସାରୁପଧାରୀ କଂସର ଅନୁଚରବିଶେଷ; ବତ୍ସାସୁର — ୧୦. An attendant of kaṁsa; Batsāsura.
- ୧୧. ଇନ୍ଦ୍ରଯବ (ଦେଖ), (ହିନ୍ଦୀ - ଶ.)— ୧୧. Indraj̄aba (See)
ଦେଶଜ
ସମ୍ପାଦନାଦ୍ୱାଦଶ ଗୋପାଳ ମଧ୍ୟରୁ ଜଣେ ଗୋପାଳ — One of the ୧୨ Gopāḻas.
[ଦ୍ରଷ୍ଟବ୍ୟ— ବାରସୁତ ତଳେ ନୋଟ ଦେଖ ]
ସଂସ୍କୃତ - ଅ—(ସଂବୋଧନ)
ସମ୍ପାଦନା(ପୁତ୍ର ଓ ଶିଷ୍ୟ ସ୍ଥାନୀୟ ବ୍ୟକ୍ତିକୁ ସ୍ନେହ) ବାପ ? — (An affectionate term addressed to one's younger)— Oh child ?