ଡିବି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଡିବା (ଦେଖ) - ୧. Ḍibā (See)
୨. (ସଂସ୍କୃତ - ଦୀପ; ତୁଳନା. ଗୁଜରାଟୀ- ଡିଓ)— କିରାସିନି ତେଲ ଜଳିବାର ଧାତୁମୟ ପ୍ରଦୀପ — ୨. A kerosine burner or naked lamp.

ପ୍ରାଦେଶିକ - (ସମ୍ୱଲପୁର ଓ ସିଂହଭୂମ) ବିଶେଷ୍ୟ - ସମ୍ପାଦନା

ଛୋଟ ହାଣ୍ଡି; ଆଟିକା — Small earthen pot.