ଶୁଦ୍ଧ
ଶୁଦ୍ଧ (ବିଶେଷଣ) ସମ୍ପାଦନା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଶୁଦ୍ଧତା[ତ୍ୱ]—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ସଂସ୍କୃତ - ବିଶେଷଣ - (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) ସମ୍ପାଦନା
- ୧. ନିର୍ଦ୍ଦୋଷ —୧. Faultless.
- ୨. ନିଷ୍ପାପ —୨. Sinless.
- ୩. ଅନିନ୍ଦିତ — ୩. Blameless.
- ୪. ନିଷ୍କଳଙ୍କ —୪. Stainless.
- ୫. ନିରଞ୍ଜନ; ନିର୍ମଳ —୫. Clean.
- ୬. ପରିଷ୍କୃତ —୬. Cleaned.
- ୭. ପୂତ; ପବିତ୍ର — ୭. Pure; holy.
- ୮. ପବିତ୍ରୀକୃତ —୮. Purified.
- ୯. ଶୂଭ୍ର; ଶୁକ୍ଳ —୯. White.
- ୧. ପବିତ୍ରକାରୀ — ୧୦. Purifying.
- ୧୧. ଉଜ୍ଜ୍ୱଳ —୧୧. Bright.
- ୧୨. ସ୍ୱଚ୍ଛ —୧୨. Transparent; pellucid.
- ୧୩. ଅମିଶ୍ରିତ; ଖାଣ୍ଟି —୧୩. Unadulterated; unmixed.
- ୧୪. ଭ୍ରମଶୂନ୍ୟ —୧୪. Free from mistake, correct.
- ୧୫. କେବଳ —୧୫. Mere; only; simple.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୁଦ୍ଧି) ସମ୍ପାଦନା
- ୧. ଅଶୌଚାନ୍ତେ କର୍ତ୍ତବ୍ୟ ଶୁଦ୍ଧିକ୍ରିୟା — ୧. Purificatory ceremony after funerals.
- ୨. ନିର୍ମଳତା; ପବିତ୍ରତା —୨. Cleanliness; purity.
[ଉ—ରାମ ମୋହର ଜ୍ୟେଷ୍ଠ ଭାଇ;, ତାହାଙ୍କ ଚିତ୍ତେ ଶୁଦ୍ଧ ନାହିଁ— ଜଗନ୍ନାଥ, ଭାଗବତ]
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା
ଗଞ୍ଜାମ ଜିଲାର ପାଟକ ଜାତି ବିଶେଷ —A sudra caste of the district of Gan̄jām.