ଶୁକ୍ଳ
ଶୁକ୍ଳ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷଣ - (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ ଳ)
ସମ୍ପାଦନା- ୧. ଶ୍ୱେତ ବର୍ଣ୍ଣ ବିଶିଷ୍ଟ; ଧଳା —୧. White.
- ୨. ପରିସ୍କୃତ —୨. Clean.
- ୩. ପବିତ୍ର; ଶୁଦ୍ଧ —୩. Pure.
- ୪. ନିର୍ଦ୍ଦୋଷ —୪. Faultless.
- ୫. ଆଲୋକ ବା ଜ୍ୟୋତ୍ସ୍ନାଯୁକ୍ତ —୫. Bright; lighted.
ବିଶେଷ୍ୟ -
ସମ୍ପାଦନା- ୧. ଶ୍ୱେତବର୍ଣ୍ଣ; ଧଳାରଙ୍ଗ — ୧. White colour.
- ୨. ରୁପା; ରୋପ୍ୟ —୨. Silver.
- ୩. ନବନୀତ; ନହୁଣୀ — ୩. Butter.
- ୪. ଚକ୍ଷୁରୋଗବିଶେଷ —୪. A sort of eye-disease.
- ୫. ଯୋଗ ବିଶେଷ —୫. A sort of meditative abstraction.
- ୬. ବିଷ୍ଣୁ ୬. Bishṇu
[ଉ—ଶୁକ୍ଳ ବଚନ ମାନ୍ୟ ମୋର ଯେ ଭାବେ ଜନ ଉପକାର ଜଗନ୍ନାଥ—ଭାଗବତ]
ଦେଶଜ - ବିଶେଷ୍ୟ -
ସମ୍ପାଦନାବଙ୍ଗଦେଶର ବଂଶୋପାଧି ବିଶେଷ —A family title in Bengal.