ଖାଣ୍ଟି
ଖାଣ୍ଟି —
ଉଚ୍ଚାରଣ: Khāṇṭi
খাঁটি
खालिस; खरा
ଦେ. ବିଣ. (ସଂ. ଖର) —
୧: ନିରୋଳା — ୧. Undiluted; unadulterated.
୨: ବିଶୁଦ୍ଧ —୨. Pure.
୩: ଅମିଶ୍ରିତ —୩. Unmixed.
୪: ଅକୁତ୍ରିମ —୪. Genuine.
୫: ଭେଲ ବା ଖାଦରହିତ —୫. Unalloyed.
କରନ୍ତି ଭେଲକୁ ହୁଡି ସୁନା ଖାଣ୍ଟି ରାଧାନାଥ. ଦରବାର
୬: ନିୟମପରତନ୍ତ୍ର —୬. Strict.
୭: ସତ୍ —୭. Honest; impartial.
୮: ନ୍ୟାୟପର —୮. Righteous.
୯: ଧର୍ମର ନିୟମକୁ କଠୋର ରୂପେ ପାଳନକାରୀ; ଗୋଡ଼ା — ୯. Orthodox.