ଶହର
ଶହର
ଉଚ୍ଚାରଣ
ସମ୍ପାଦନା[ଶଅ(ହ)ରୁଣୀ—ସ୍ତ୍ରୀ]
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଶବର)
ସମ୍ପାଦନା- ୧. ଶବର (ଦେଖ) - — ୧. Ṡabara (See)
- ୨. ଗଡ଼ଜାତର ପାର୍ବତ୍ୟ ଅନାର୍ଯ୍ୟ ଜାତିବିଶେଷ — ୨. A caste of aborigines of the Garjats.
[ଉ—ଏମାନେ ମଧ୍ୟ ମୋଗଲବନ୍ଦୀରେ ଅସ୍ପୃଶ୍ୟଜାତି ରୂପେ ଗଣ୍ୟ]
- ୩. ସହର (ଦେଖ) - —୩. Sahara (See)
ଶହର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଶବର)
ସମ୍ପାଦନାଶଅର (ଦେଖ) - —Ṡa-ara. (See)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ -
ସମ୍ପାଦନାସହର (ଦେଖ) - —Ṡahara (See)