ଶଅର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଶଅ(ହ)ରୁଣୀ—ସ୍ତ୍ରୀ] 

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଶବର) ସମ୍ପାଦନା

୧. ଶବର (ଦେଖ) - — ୧. Ṡabara (See)
୨. ଗଡ଼ଜାତର ପାର୍ବତ୍ୟ ଅନାର୍ଯ୍ୟ ଜାତିବିଶେଷ — ୨. A caste of aborigines of the Garjats.

[ଉ—ଏମାନେ ମଧ୍ୟ ମୋଗଲବନ୍ଦୀରେ ଅସ୍ପୃଶ୍ୟଜାତି ରୂପେ ଗଣ୍ୟ]

୩. ସହର (ଦେଖ) - —୩. Sahara (See)