ବାର୍ଷିକ
- ସାମ୍ବତ୍ସରିକ; ପ୍ରତିବର୍ଷ ଘଟିବା ବା କରାଯିବା
- ପ୍ରତି ବର୍ଷ ପାଇଁ ନିର୍ଦ୍ଦିଷ୍ଟ
- ପ୍ରତି ବର୍ଷ ଦେୟ
- ପ୍ରତି ବର୍ଷ ପ୍ରାପ୍ୟ
- ଯାହା ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ସମୟରେ କରାଯାଏ
- ଯାହା ପ୍ରତିବର୍ଷ ଜନ୍ମେ ଓ ମରେ
- ବର୍ଷାକାଳୀନ; ବର୍ଷା ସମ୍ବନ୍ଧୀୟ
- ବର୍ଷା ଋତୁ ସମ୍ବନ୍ଧୀୟ
- ବାତ୍ସରିକ ବେତନ
- ବାତ୍ସରିକ କର
- ପ୍ରତି ବର୍ଷ କର୍ତ୍ତବ୍ୟ ପୂଜାଦି
- ବର୍ଷରେ ଥରେ ଦେୟ ବା ପ୍ରାପ୍ୟ ବସ୍ତୁ
ବାର୍ଷିକ
ଉଚ୍ଚାରଣ
ସମ୍ପାଦନା(ବାର୍ଷିକ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବର୍ଷ+ଭବ, ଦେୟ ବା ନିବୃତ୍ତ୍ୟର୍ଥେ, ଇକ)
ସମ୍ପାଦନା- ୧. ସାମ୍ୱତ୍ସରିକ; ପ୍ରତି ବର୍ଷ ଘଟିବା ବା କରାଯିବା — ୧. Annual; yearly; taking place or done every year.
- ୨. ପ୍ରତି ବର୍ଷ ପାଇଁ ନିର୍ଦ୍ଦିଷ୍ଟ —୨. Fixed for the year.
- ୩. ବତ୍ସର ସମ୍ୱନ୍ଧୀୟ —୩. Relating to the year.
- ୪. ପ୍ରତି ବର୍ଷ ଦେୟ —୪. Payable. annually.
- ୫. ପ୍ରତି ବର୍ଷ ପ୍ରାପ୍ୟ —୫. Falling due annually.
- ୬. ଯାହା ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ସମୟରେ କରାଯାଏ — ୬. Performed at a fixed time, once every year.
(ଯଥା—ବାର୍ଷିକ ଜନ୍ମୋତ୍ସବ)
- ୭. ଯାହା ପ୍ରତି ବର୍ଷ ଜନ୍ମେ ଓ ମରେ; ବର୍ଷଜୀବୀ (ଗୁଳ୍ମ) — ୭. (a plant or creeper) Which grows and dies in a year; annual; seasonal.
- ୮. (ବର୍ଷା+ଇକ) ବର୍ଷାକାଳୀନ; ବର୍ଷା ସମ୍ୱନ୍ଧୀୟ — ୮. Relating to rain; rainy.
- ୯. ବର୍ଷା ଋତୁ ସମ୍ୱନ୍ଧୀୟ —୯. Relating to the rainy season.
ବିଶେଷ୍ୟ -
ସମ୍ପାଦନା- ୧. ବାତ୍ସାରିକ ବେତନ —୧. Annual pay.
- ୨. ବାତ୍ସାରିକ କର —୨. Annual rent.
- ୩. ପ୍ରତି ବର୍ଷ କର୍ତ୍ତବ୍ୟ ପୂଜାଦି — ୩. Annual religious ceremonies.
- ୪. ବର୍ଷରେ ଥରେ ଦେୟ ବା ପ୍ରାୟ ବସ୍ତୁ —୩. Any thing payable once every year.
ଦେଶଜ - ବିଶେଷ୍ୟ -
ସମ୍ପାଦନାଚୌପଣି (ଦେଖ) - —Ch&aline;&uline;paṇi (See)