ଚୌପଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଅଚ୍ୟୁତାନନ୍ଦଙ୍କ ଗାଦି ନେମାଳମଠର ମାଲିକଙ୍କୁ ଉତ୍କଳର ପ୍ରତ୍ୟେକ ଗଉଡ଼ ପରିବାରର ଦେଉଥିବା ବାର୍ଷିକ ମାମୁରି ବା ଭେଟି —Presents given by each family of cowherds to the authority of the Nemāḻamaṭha, the seat of Achyutānanda.