ଓଡ଼ିଆ ସମ୍ପାଦନା

କ୍ରିୟା

ଉଦାହରଣ: ଜିନିଷସବୁ ଯେଝା ଜାଗାରେ ନେଇ ପହଞ୍ଚାଇବା ଭାରି ପାରିବାର କାମ ।

ପ୍ରତିଶବ୍ଦ ସମ୍ପାଦନା

  1. ପହଞ୍ଚେଇବା
  2. ଢୁକେଇବା
  3. ହାବୁଡ଼େଇବା
  4. ଲଗେଇବା

ବିଶେଷ୍ୟ ସମ୍ପାଦନା

ପହଞ୍ଚପହଞ୍ଚାଇବା

ଉଚ୍ଚାରଣ ସମ୍ପାଦନା

$1

  • (file)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ ପହୁଞ୍ଚା(ଞ୍ଚେ)ଇବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ - (ସଂସ୍କୃତ - ପ୍ର+ଅଞ୍ଚ ଧାତୁ) ସମ୍ପାଦନା

ପହଞ୍ଚିବା କ୍ରିୟାର ଣିଜନ୍ତ ରୂପ —The causative form of pahan̄chibā

୧. ଉପସ୍ଥିତ କରାଇବା; ଉପନୀତ କରାଇବା — ୧. To cause to arrive at.
୨. ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବହି ନେବା — ୨. To convey or carry from one place to another place.
୩. (ଦୋଳିକୁ) ଝୁଲାଇବା — ୩. To rock (a swing).

(ଯଥା—ଦୋଳି ପହଞ୍ଚାଇବା, ପଇତା ପହଞ୍ଚାଇବ)

୪. ପଞ୍ଚାଇବା (ଦେଖ) - —୪. Pan̄chāibā (See)