ପଞ୍ଚାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଅଞ୍ଚା(ଞ୍ଚେ)ଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ପଞ୍ଚିବାର ଣିଜନ୍ତରୂପ) ଦୋଳିରେ ବସାଇ ହଲାଇବା — ୧. To rock as in a cradle.
୨. ଜାଲବୁଣା ସୂତାକୁ ବଳିବା — ୨. To prepare threads for nets by rolling.
୩. ଜାଲବୁଣା ସୂତାକୁ ବଳିବା ପାଇଁ ତାକୁଡ଼ିକୁ ଘୁରାଇବା — ୩. To roll a spindle in order to prepare threads for nets.
୪. ପାଞ୍ଚିବାର ଣିଜନ୍ତରୂପ — ୪. To cause to think or infer.