ପଞ୍ଚାଇବା
ପଞ୍ଚାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ପଅଞ୍ଚା(ଞ୍ଚେ)ଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. (ପଞ୍ଚିବାର ଣିଜନ୍ତରୂପ) ଦୋଳିରେ ବସାଇ ହଲାଇବା — ୧. To rock as in a cradle.
- ୨. ଜାଲବୁଣା ସୂତାକୁ ବଳିବା — ୨. To prepare threads for nets by rolling.
- ୩. ଜାଲବୁଣା ସୂତାକୁ ବଳିବା ପାଇଁ ତାକୁଡ଼ିକୁ ଘୁରାଇବା — ୩. To roll a spindle in order to prepare threads for nets.
- ୪. ପାଞ୍ଚିବାର ଣିଜନ୍ତରୂପ — ୪. To cause to think or infer.