ପନ୍ଥା
ବିଶେଷ୍ୟ (ଦେଶଜ) ସମ୍ପାଦନା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଥିନ୍ ଶବ୍ଦ ୧ମା. ୧ବ. ପନ୍ଥାଃ;) ସମ୍ପାଦନା
- ୧. ପଥ; ମାର୍ଗ ୧. Way; road.
- ୨. ଉପାୟ —୨. Means.
- ୩. ସ୍ୱଭାବ —୩. Nature.
- ୪. କୌଣସି ଧର୍ମସଂପ୍ରଦାୟ — ୪. Any religious sect.
- ୫. ଅଭିପ୍ରାୟ —୫. Intention.
- ୬. ଧର୍ମ ମତ —୬. Tenet; doctrine.